ଆଇପିଏଲ ୨୦୨୫ର ୨୬ତମ ମ୍ୟାଚ : ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ

ଲକ୍ଷ୍ନୌଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୧ରନ କରିଥିବାବେଳେ ଆଉଡେନ ମାର୍କରାମ ୫୮ ରନ କରିଥିଲେ ।

Leave a Reply

Your email address will not be published. Required fields are marked *